ପଥି ଜଗିବା
ଦେଖଣା
ପଥି ଜଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଥି ଜଗିବା
|
(ପଥି ଜଗି ଚଳିବା, ପଥି ଧାରା ରଖିବା, ପଥିରେ ରହିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା](ରୋଗୀ) କୁପଥ୍ୟ ତ୍ୟାଗ କରି ସୁପଥ୍ୟ ଖାଇବା — To live on a regular diet which is beneficial for an invalid.