Jump to content

ପଥୁକି

ଉଇକିଅଭିଧାନ‌ରୁ

ପଥୁକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପଥିକ)

[ସମ୍ପାଦନା]

ପଥିକ; ପାନ୍ଥ — Way farer; traveller.

ଫୁଟିଲୁ ଯଜ୍ଞ ବାଟେ ଭ୍ରମି ପଥୁକି ପ୍ରାୟେ ପଥଶ୍ରମୀ—ଜଗନ୍ନାଥ. ଭାଗବତ

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]
୧. ପଥ ଭ୍ରମଣକାରୀ; ପଥିକ —୧. Travelling; wayfaring.
୨. ଅନୁଭବୀ —୨. Experienced.