Jump to content

ପଥୁରିଆ ରୋଗ

ଉଇକିଅଭିଧାନ‌ରୁ

ପଥୁରିଆ ରୋଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଥୁରି ରୋଗ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୂତ୍ରାଶ୍ରୟର ଅଶ୍ମରୀ ରୋଗ — Gravel; the calculus of the bladder or the kindneys.

[ଦ୍ରଷ୍ଟବ୍ୟ —ଏ ରୋଗୀର ମୂତ୍ରାଶ୍ରୟରେ ପଥରର କ୍ଷୁଦ୍ର ରେଣୁମାନ କ୍ରମଶଃ ଘନୀଭୁତ ହୋଇ ବାଲିଗରଡ଼ା ପରି ବଢ଼ିଯାଏ ଓ ମୂତ୍ରାଶ୍ରୟର ଦ୍ୱାରରେ ଏହା ଅଟକି ଯାଇଁ ପ୍ରସ୍ରାବ ନିର୍ଗମନରେ ବାଧା ଦିଏ]