ପଥ କଢ଼େଇବା
[ପଥ ଦେ(ଖେ)ଇବା—ଅନ୍ୟରୂପ଼]
ଆଗରେ ଥାଇ ପଶ୍ଚାଦ୍ୱର୍ତ୍ତୀ ବ୍ୟକ୍ତିକୁ ବାଟ ଦେଖାଇବା — To lead the way; to guide.
ବୋଲନ୍ତି କଢ଼ାଅ ହେ ପଥ ହୋଇଲେ ଗୋପନାଥ ଜଗନ୍ନାଥ. ଭାଗବତ