Jump to content

ପଥ କର

ଉଇକିଅଭିଧାନ‌ରୁ

ପଥ କର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଇଂ ରୋଡ୍ ସେସ୍ର ଅନୁବାଦ; ଆଧୁନିକ ବ୍ୟବହାର)

[ସମ୍ପାଦନା]

ରୋଡ୍ ସେସ୍; ରାଜ୍ୟର ସାଧାରଣ ରାସ୍ତାମାନ ତିଆରି ଓ ମରାମତି କରିବା ନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ଭୂସ୍ୱାମୀମାନଙ୍କ ଉପରେ ନିର୍ଦ୍ଧାରିତ ଟାକ୍ସ — Road-cess.