ପଥ ଦେ(ଖେ)ଇବା
ଦେଖଣା
ପଥ ଦେ(ଖେ)ଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାଟ ଦେଖାଇବା; ବାଟ କଢ଼ାଇବା —୧. To lead the way; to guide.
- ୨. (ଲକ୍ଷଣାର୍ଥ) ପରବର୍ତ୍ତୀ ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ନୂଆ ଉପାୟ ବା ରୀତି ଆରମ୍ଭ କରିବା —୨. (figurative) To do a new thing which others will follow
ତାତଙ୍କୁ ପ୍ରଣାମି ଦେଖାଇଲେ ପଥ ଏବେ ଜନନୀଙ୍କ ସ୍ନେହ କୁମଚ ଭିକାରୀ. ଗୀତ ଲହରୀ