Jump to content

ପଦଗ

ଉଇକିଅଭିଧାନ‌ରୁ

ପଦଗ

ଉଚ୍ଚାରଣ

[ସମ୍ପାଦନା]
(ପଦଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - .ଫୁ—(ପଦ+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ପଦଗାମୀ — Walking.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପଦାତି —୧. Foot solder.
୨. ପିଆଦା —୨. Peon.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଦଗମନ; ପାଦରେ ଚାଲିକରି ଯିବା — Walking on foot.

ତରଣୀ ପ୍ରଭା ନାଗେଶ୍ୱର ଶୋଭାକୁ ବଢ଼ାଇ ପଦଗରେ ରତି ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ