Jump to content

ପଦଚ୍ଛାୟା

ଉଇକିଅଭିଧାନ‌ରୁ

ପଦଚ୍ଛାୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ପଦ—ଛାୟା; ସନ୍ଧି ଯୋଗୁଁ ଛା ସ୍ଥାନରେ ଛା)

[ସମ୍ପାଦନା]
୧. ଚରଣାଶ୍ରୟ —୧. Patraonage.
୨. ପ୍ରଭୁ ବା ମହତ୍ ବ୍ୟକ୍ତିଙ୍କ ପାଦତଳେ ଶରଣ — ୨. Taking shelter under the fest of a Deity or great personage.