ପଦଚ୍ଛେଦ
ପଦବିଛେଦ,ପଦବିଗ୍ରହଅନ୍ୟରୂପ
(ବ୍ୟାକରଣ) ସନ୍ଧି ବା ସମାସଯୁକ୍ତ କୌଣସି ବାକ୍ୟରେ ଥିବା ପଦମାନଙ୍କୁ ପୃଥକ କରିବା —Resolution of a compound word or sentence into its component parts.