Jump to content

ପଦଜ

ଉଇକିଅଭିଧାନ‌ରୁ

ପଦଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଦ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ପଦରୁ ଜାତ — Born of the foot.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗୋଡ଼ର ଆଙ୍ଗୁଠି — ୧. The fingers of the leg.
୨. (ବ୍ରହ୍ମାଙ୍କ ପଦରୁ ଶୁଦ୍ର ଜାତ ହୋଇଥିବା) ଶୂଦ୍ର — ୨. A Ṡūdra.