ପଦଧୂଳି ଦେବା
ଦେଖଣା
ପଦଧୂଳି ଦେବା
ଉଚ୍ଚାରଣ
[ସମ୍ପାଦନା](ପଦଧୂଳି ପକାଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପଦଧୂଳି ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗୁରୁଜନ ବା ପୂଜ୍ୟବ୍ୟକ୍ତିଙ୍କ ପାଦର ଧୂଳିକୁ ଶିଷ୍ୟ ବା ବାଳକବାଳିକାଙ୍କ ଉପରେ ପକାଇବା — ୧. To lay the dust of the feet of the elders on a disciple or infant.
- ୨. (ଲକ୍ଷଣାର୍ଥ) କୌଣସି ସ୍ଥାନରେ ନିଜେ ଯାଇ ଉପସ୍ଥିତ; କୌଣସି ସ୍ଥାନରେ ପଦାର୍ପଣ କରିବା — ୨. (figurative) To arrive at a place.