Jump to content

ପଦବି

ଉଇକିଅଭିଧାନ‌ରୁ

ପଦବି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପଦ୍ ଧାତୁ=ଗମନ କରିବା+କରଣ. ଅବି; ଅଥବା ପଦ =ପାଦ+ ଅବ୍ ଧାତୁ=ରକ୍ଷା କରିବା +କର୍ତ୍ତୃ. ଇ)

[ସମ୍ପାଦନା]
୧. ମର୍ଯ୍ୟାଦା —୧. Dignity.
୨. ଅବସ୍ଥିତି —୨. Position; rank.
୩. ଅଧିକାର —୩. Office; post authority.
୪. ରାସ୍ତା; ପଥ —୪. Road; Way.
୫. ବିଶିଷ୍ଟ ଅଧିକାରଯୁକ୍ତ ସ୍ଥାନ — ୫. Authoritative position.
୬. ସମ୍ମାନସୂଚକ ଉପାଧି —୬. Honorific title.
୭. ବଂଶଗତ ଉପାଧି; ଉପନାମ — ୭. Family title; surname.
୮. ପଦ୍ଧତି; ରୀତି —୮. Mode; manner.
୯. ବ୍ୟବସାୟ —୯. Profession.
୧. ସଦାଚରଣ — Good conduct or behaviour (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଡ଼ମ୍ୱର —Pomp; splendour.

ପଦବୀ ଦେଖାଇ ପଦବୀରେ ଗଳାମାଳା ଦେବାରେ ମହାଉତ୍ସବେ ଚହଳ ପଡ଼ିଲା ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ