Jump to content

ପଦର

ଉଇକିଅଭିଧାନ‌ରୁ

ପଦର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପଦ . ବିଶେଷ୍ୟ - (ସଂସ୍କୃତ - ପ୍ରାନ୍ତର)

[ସମ୍ପାଦନା]
୧. ପ୍ରାନ୍ତର — ୧. An open field.
୨. ପଡ଼ିଆ ଭୂମି —୨. Waste land.
୩. ବିସ୍ତୀର୍ଣ୍ଣ ସମତଳ ଭୂଖଣ୍ଡ — ୩. A large tract of open country.
୪. ସମୁଦ୍ର ପନ୍ତାର ବା ପନ୍ତା —୪. The vest sandy plain on the sea beach.