Jump to content

ପଦସ୍ଥ

ଉଇକିଅଭିଧାନ‌ରୁ

ପଦସ୍ଥ

ଉଚ୍ଚାରଣ

[ସମ୍ପାଦନା]
(ପଦସ୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପଦ+ସ୍ଥା ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]
୧. ପଦ ବା ଅଧିକାରରେ ଅଧିଷ୍ଠିତ ବା ନିଯୁକ୍ତ —୧. Employed or placed in a posion or rank; invested with office.
୨. ମାନ୍ୟ; ସମ୍ମାନିତ — ୨. Respectable; of postion.
୩. ଉଚ୍ଚପଦଧାରୀ —୩. Holding a high office.
୪. ଗୋଡ଼ରେ ଚାଲୁଥିବା (ବ୍ୟକ୍ତି) — ୪. Pedestrain (Howells)