Jump to content

ପଦାକୁ ଯିବା

ଉଇକିଅଭିଧାନ‌ରୁ

ପଦାକୁ ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଦାଆଡ଼େ ଯିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବାହାରକୁ ଯିବା —୧. To go out; to go out to the open.
୨. ପୋଖରୀପାଣି ଯିବା; ଝାଡ଼ାଫୋରି ଯିବା — ୨, To go out to ease one's self.