Jump to content

ପଦାଙ୍କ

ଉଇକିଅଭିଧାନ‌ରୁ

ପଦାଙ୍କ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ+ଅଙ୍କ=ଚିହ୍ନ)

[ସମ୍ପାଦନା]
୧. ପଦଚିହ୍ନ — ୧. Foot-print.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିଙ୍କ ଆଚରିତ ପନ୍ଥା — ୨. One's course of action or conduct.