Jump to content

ପଦାତ

ଉଇକିଅଭିଧାନ‌ରୁ

ପଦାତ

ଉଚ୍ଚାରଣ

[ସମ୍ପାଦନା]

(ପଦାତିକ; ପଦାତୀୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପଦ=ଗୋଡ଼+ଅତ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ପଦାଚାରୀ ସୈନ୍ୟ —୧. Infantry; foot soldier.
୨. ପାଇକ; ପିଆଦା —୨. Peon; footman.
୩. ସଂବାଦବାହକ —୩. Messenger, courier.