Jump to content

ପଦାନତ

ଉଇକିଅଭିଧାନ‌ରୁ

ପଦାନତ

ଉଚ୍ଚାରଣ

[ସମ୍ପାଦନା]
(ପଦାନତା—ସ୍ତ୍ରୀ) 

(ପଦାବନତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (୭ମୀ ତତ୍; ପଦ+ଆନତ)

[ସମ୍ପାଦନା]
୧. ଚରଣ ତଳେ ନିପତିତ; ଗୋଡ଼ତଳେ ପଡ଼ିଥିବା — ୧, Lying prostrate at the feet of a person.
୨. ଅଧୀନ —୨, Subordinate.
୩. ଅତି ହୀନ —୩, Very humble.
୪. ଅନୁଗତ; ବଶମ୍ୱତ — ୪, Subservient; obedient.