Jump to content

ପଦାନୁବର୍ତ୍ତୀ

ଉଇକିଅଭିଧାନ‌ରୁ

ପଦାନୁବର୍ତ୍ତୀ

ଉଚ୍ଚାରଣ

[ସମ୍ପାଦନା]
(ପଦାନୁବର୍ତ୍ତିନୀ—ସ୍ତ୍ରୀ) 

(ପଦାନୁଗ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (୬ଷ୍ଠୀ ତତ୍; ପଦ+ଅନୁବର୍ତ୍ତୀ)

[ସମ୍ପାଦନା]
୧. ପଦାନୁସରଣକାରୀ; ପଦ ଅନୁସରିବା (ବ୍ୟକ୍ତି) — ୧, Following the foot-steps of.
୨. ଅଧୀନ —୨. Subordinate.