Jump to content

ପଦାମ୍ୱୁଜ

ଉଇକିଅଭିଧାନ‌ରୁ

ପଦାମ୍ୱୁଜ

ଉଚ୍ଚାରଣ

[ସମ୍ପାଦନା]

(ପଦାମ୍ଭୋଜ—ଅନ୍ୟରୂପ)

(ପଦାରବିନ୍ଦ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମାଧା; ପଦ+ଅମ୍ୱୁଜ)

[ସମ୍ପାଦନା]
୧. ପାଦପଦ୍ମ; ପଦ୍ମ ପରି ସୁନ୍ଦର ଚରଣ; ଚରଣ ପଦ୍ମ —୧. Lotus feet; feet as graceful as the lotus.
୨. ମାନ୍ୟ ବ୍ୟକ୍ତି ବା ଗୁରୁଜନଙ୍କ ପଦ — ୨. The feet of one's elders.

[ଦ୍ରଷ୍ଟବ୍ୟ —ଏହିପରି ପଦନଳିନ, ପଦାସରୋଜ, ପଦାମ୍ଭୋରୁହ, ପଦ— ପଙ୍କଜ ଆଦି ଶବ୍ଦ ବ୍ୟବହୃତ ହୁଏ]