ପଦାର୍ଥ ବାଦ
(ପଦାର୍ଥବାଦୀ—ବିଶେଷଣ - ପୁ.)
ଜଡ଼ବାଦ; ଯେଉଁ ସିଦ୍ଧାନ୍ତରେ ଜଡ଼ ପଦାର୍ଥକୁ ହିଁ ଏ ସୃଷ୍ଟିର ପ୍ରଧାନ ବା ପ୍ରଥମ ମୂଳ ବୋଲି ଉପସ୍ଥାପିତ କରାଯାଏ —Materialism; materialistic theory of the universe.