Jump to content

ପଦାର୍ଥ ବିତ୍

ଉଇକିଅଭିଧାନ‌ରୁ

ପଦାର୍ଥ ବିତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ପଦାର୍ଥ+ବିତ୍ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ବୈଜ୍ଞାନିକ —୧. Scientist.
୨. ପ୍ରକୃତି ବିଜ୍ଞାନଭିଜ୍ଞ; ପ୍ରାକୃତିକ ତତ୍ତ୍ୱଜ୍ଞ — ୨. Naturalist; versed in physical science.