Jump to content

ପଦାର୍ପଣ

ଉଇକିଅଭିଧାନ‌ରୁ

ପଦାର୍ପଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ+ଅର୍ପଣ)

[ସମ୍ପାଦନା]
୧. ଚରଣ ବିନ୍ୟାସ — ୧. Setting one's foot.
୨. ପ୍ରବେଶ —୨. Entry.
୩. ଆସି ପହଞ୍ଚିବା; ଉପସ୍ଥାପନ —୩. Arrival.