Jump to content

ପଦାଶ୍ରିତ

ଉଇକିଅଭିଧାନ‌ରୁ

ପଦାଶ୍ରିତ

ଉଚ୍ଚାରଣ

[ସମ୍ପାଦନା]
(ପଦାଶ୍ରିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (୭ମୀ ତତ୍; ପଦ+ଆଶ୍ରିତ)

[ସମ୍ପାଦନା]
୧. ଅନ୍ୟର ପଦତଳେ ଆଶ୍ରୟ ପ୍ରାପ୍ତ —୧. Sheltered under another's feet; patronised or protected by another.
୨. ଅନୁଗତ; ବଶଂବଦ —୨. Humble; obedient; subservient; dependant,