Jump to content

ପଦା କରିବା

ଉଇକିଅଭିଧାନ‌ରୁ

ପଦା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ସ୍ଥାନର ବୃକ୍ଷଲତାଦି ଓପାଡ଼ି ବା କାଟି ତାହାକୁ ପଡ଼ିଆରେ ପରିଣତ କରିବା — ୧. To turn a place into an open field by clearing trees and jungles.

ଏହି ସମୟରେ ଯେ ଭୀମ ଧରି ଗଦା ପାଇଗଲେ ପବବେ ବନ କରି ପଦା କୃଷ୍ଣସିଂହ. ମହାଭାରତ, ବନ

୨. ଜଳଶୂନ୍ୟ କରିବା —୨. To desolate.

(ଯଥା—ମାଲେରିଆ ଜର ସେ ଗାଁକୁ ପଦା କରି ଦେଲାଣି)

୩. ସମଳେ ବିନାଶ କରିବା — ୩. To destroy.

ଭୀମଙ୍କ ଅନୁରୂପ ଅଟଇ ସେ ଗଦା କରିବେ ତହିଁ ଯୁଦ୍ଧେ ଶତ୍ରୁକୁଳ ପଦା କୃଷ୍ଣସିଂହ, ମହାଭାରତ ସଭା

୪. ଛାରଖାର କରିବା — ୪. To devastate; to waste.