ପଦିଏ
(ପଦେ—ଅନ୍ୟରୂପ)
ଏକ ପଦ ବା ବ୍ୟକ୍ତ ମାତ୍ର — One word or sentence only.
(ଯଥା—ତା ମୁହଁରୁ ପଦିଏ କଥା ଶୁଣିଲେ ମୋ ମନ ଆନନ୍ଦରେ ନାଚି ଉଠେ]