Jump to content

ପଦିକା

ଉଇକିଅଭିଧାନ‌ରୁ

ପଦିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଦ)

[ସମ୍ପାଦନା]
୧. ନଳ; ଭୂମି ମାପ କରିବା ସକାଶେ ବ୍ୟବହୃତ ନିର୍ଦ୍ଦିଷ୍ଟ ଯଷ୍ଟିବିଶେଷ —୧. A land-measuring red of creation length.

[ଦ୍ରଷ୍ଟବ୍ୟ —ପୂର୍ବେ ଆମ ଦେଶରେ ପଦିକାଦ୍ୱାରା ଭୂମି ମାପ କରାଯାଉ ଥିଲା ଏହାର ଦୈର୍ଘ୍ୟ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଥିଲା; ଯଥା ୨୪: ଦସ୍ତି ପଦିକା, ବିଶି ଦସ୍ତି ପଦିକା, ୧୬: ଦସ୍ତି ପଦିକା, ୧୨: ଦସ୍ତି ୧୪: ଦସ୍ତି ପଦିକା, ତସ୍ତି ତଳେ ଟୀକା ଦେଖ]

୨. ଚାରିପଣ; ଚାରିଅଣା —୨. ୪ panas; ୪ annas.