ପଦେ ପଦେ
ଦେଖଣା
ପଦେ ପଦେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଦେ ପଦେ
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରତି ପଦରେ; ପ୍ରତି ପଦକ୍ଷେପରେ — ୧. At every foot step.
- ୨. ପ୍ରତିଥର —୨. Every time.
- ୩. ଉପର୍ଯ୍ୟୁପରି; ବାରମ୍ୱାର —୩. Repeatedly.
(ଯଥା—ମୋତେ ପଦେ ପଦେ ବିପଦ ପଡ଼ୁଛି)
- ୪. ଏକ ଏକ ଶବ୍ଦ ଉଚ୍ଚାରଣ କରି — ୪. One word at a time.
- ୫. ପ୍ରତ୍ୟେକ ଏକ ପଦ ମାତ୍ର —୫. One word each.
(ଯଥା— ସେ ଓ ମୁଁ ଦୁହେଁ ପଦେ ପଦେ କଥା ଭାଷା ହେଇ ବିଦାୟ ହେଲୁଁ)
- ୬. ଠିକେ ଠିକେ; ଚୁମ୍ୱକ ରୂପେ —୬. In short; shortly.
- ୭. ପଦକୁ ପଦ; ପଦେ କଥାକୁ ପଦେ ଉତ୍ତର; ପଦକାପଦ — ୭. Word for word; one word in reply to another.
ପଦେ ପଦେ ପଡ଼ୁଥିବ ଭାତ ଗୁଣ୍ଡା ଚାଲୁଥିବ ଢ଼ଗ
- ୮. ପଦେ କଥା କହି କିଛିକ୍ଷଣ ଥମି ଯାଇ ଫେର୍ ପଦେ କଥା କହିବା ପ୍ରକାରେ; ଏକ ଏକ ପଦ କରି — ୮. Uttering one word at intervals.