Jump to content

ପଦ୍ମନାଭ

ଉଇକିଅଭିଧାନ‌ରୁ

ପଦ୍ମନାଭ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପଦ୍ମ ନାଭିରେ ଯାହାର ବା ପଦ୍ମବତ୍ ନାଭି ଯାହାର)

[ସମ୍ପାଦନା]
୧. ବିଷ୍ଣୁ; ନାରାୟଣ — ୧. The God Bishṇu.

[ ଦ୍ର—ଏହାଙ୍କ ନାଭିରୁ ଯେଉଁ ପଦ୍ମ ବାହାରିଥିଲା ସେହି ପଦ୍ମରେ ବ୍ରହ୍ମା ଥିଲେ ଓ ବ୍ରହ୍ମା ତହିଁରୁ ବାହାରି ସୃଷ୍ଟି କଲେ ]


୨. ବ୍ରହ୍ମା —୨. The God Brahmā.
୩. ନାଗ ବିଶେଷ —୩. A species of cobra.
୪. ଧୃତରାଷ୍ଟ୍ରଙ୍କ ଶତପୂତ୍ର ମଧ୍ୟରୁ ଏକତମ —୪. Name of one of the hundread sons of Dhṛutarāshṭra
୫. ଆଶ୍ୱିନ ମାସ —୫. The name of the eleventh month reckoned from Mārgṡira. (M.W.)
୬. ଶତ୍ରୁ ପ୍ରତି ନିକ୍ଷିପ୍ତ ଅସ୍ତ୍ରକୁ ଅଭିମନ୍ତ୍ରିତ କରିବା ପାଇଁ ପ୍ରଯୁକ୍ତ ମନ୍ତ୍ର— ବିଶେଷ (ହିନ୍ଦୀ - ଶବ୍ଦସାଗର) —୬. Name of a magical formula spoken over weapons. (M.W.)
୭. ନାଗ ରାକ୍ଷସ ବିଶେଷ — ୭. Name of a serpent demon.
୮. ଭାବୀ ଉତ୍ସର୍ପିଣୀର ପ୍ରଥମ ଅର୍ହତଙ୍କ ନାମ —୮. Name of the ୧st Arhat of the future Utsarpiṇī (M.W.).

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପୁରୁଷଙ୍କୁ ଦିଆ ଯିବା ନାମ — A name given to males.