Jump to content

ପଦ୍ମନାଭ ଦେବ

ଉଇକିଅଭିଧାନ‌ରୁ

ପଦ୍ମନାଭ ଦେବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଓଡ଼ିଶା ଗଡ଼ଜାତର ଜନୈକ ରାଜା — A king of a Feudatory state of Orissa.

[ ଦ୍ର—'ପ୍ରଭାବତୀ' ନାମକ କାବ୍ୟ ଏହାଙ୍କଦ୍ୱାରା ବିରଚିତ— ତାରିଣୀ ଉତ୍କଳ—ସାହିତ୍ୟ ଇତିହାସ ଏ ଉତ୍କଳ ସାହିତ୍ୟର ଉନ୍ନତି ପାଇଁ ସର୍ବଦା ଯତ୍ନ କରୁଥିଲେ ଓ ଓଡ଼ିଆ ଲେଖକ ଓ ଗ୍ରନ୍ଥାକାର— ମାନଙ୍କୁ ନାନା ରୂପେ ଉତ୍ସାହିତ କରୁଥିଲେ ]