Jump to content

ପଦ୍ମବନ୍ଧୁ

ଉଇକିଅଭିଧାନ‌ରୁ

ପଦ୍ମବନ୍ଧୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ୍ମ+ବନ୍ଧୁ)

[ସମ୍ପାଦନା]
୧. ସୂର୍ଯ୍ୟ — ୧. The Sun.
୨. ମଧୁକର; ଭ୍ରମର —୨. The Black bee.

[ ଦ୍ର—ସୂର୍ଯୋଦୟ ସଙ୍ଗେ ସଙ୍ଗେ ପଦ୍ମ ଫୁଟେ ଏବଂ ଫୁଟିଲା ପଦ୍ମରୁ ମଧୁ ସଂଗ୍ରହ କରିବା ପାଇଁ ଭ୍ରମର ତାହା ପାଖକୁ ଆସେ ଏଣୁ କବିକଳ୍ପନାରେ ସୂର୍ଯ୍ୟ ଓ ଭ୍ରମର ପଦ୍ମଫୁଲର ବନ୍ଧୁ ]

୩. ଆକନ୍ଦ ଗଛ; ଅର୍କ ଗଛ —m୩. Calotropis Gigantea (plant).