Jump to content

ପଦ୍ମବର୍ଣ୍ଣ

ଉଇକିଅଭିଧାନ‌ରୁ

ପଦ୍ମବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]
(ପଦ୍ମବର୍ଣ୍ଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା; ପଦ୍ମ+ବର୍ଣ୍ଣ)

[ସମ୍ପାଦନା]
୧. ପଦ୍ମ ଫୁଲ ପରି ଇଷତ୍ ରକ୍ତ ବର୍ଣ୍ଣ — ୧. Rosy colour.
୨. ଯଦୁଙ୍କର ଏକ ପୁତ୍ର —୨. Name of a son of king j̄adu.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ପଦ୍ମଫୁଲ ପରି ରକ୍ତ ବର୍ଣ୍ଣ ବିଶିଷ୍ଟ — Rosy; rose-coloured.