Jump to content

ପଦ୍ମରାଗ

ଉଇକିଅଭିଧାନ‌ରୁ

ପଦ୍ମରାଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପଦ୍ମ+ରାଗ =ବର୍ଣ୍ଣ)

[ସମ୍ପାଦନା]
୧. ତାମ୍ର ବର୍ଣ୍ଣ ମଣି ବିଶେଷ; ପନ୍ନା — ୧. Ruby; spinel ruby.
୨. ପୋହଳା; ପ୍ରବାଳ —୨. Coral.