Jump to content

ପଦ୍ମା

ଉଇକିଅଭିଧାନ‌ରୁ

ପଦ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଲକ୍ଷ୍ମୀ; ପଦ୍ମାଳୟା —୧. Goddess Lakshmī.
୨. ଲବଙ୍ଗ —୨. Cloves.
୩. ମନସା ଦେବୀ —୩. Goddess Manasā.
୪. ପଦ୍ମଚାରିଣୀ (ଦେଖ) - —୪. Padmachāriṇī (See)
୫. ମଣ୍ଡା କୁସୁମ ଫୁଲ — ୫. The safflower; Carthamus Tinctoria.
୬. ଚନ୍ଦ୍ରାବଳୀଙ୍କର ଏକତମା ସଖୀ — ୬. One of the companious of Chandrābalī

ପଦ୍ମା ବୁଦ୍ଧିରେ ରସନିଧିରେ ଆଣିଅଛୁଁ ବଳେ ବଳେ— ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି

୭. ବ୍ରହ୍ମପୁତ୍ର ନଦ ଓ ଗଙ୍ଗାନଦୀ ମିଳିତ ହେବା ପରେ ପୂର୍ବ ବଙ୍ଗରେ ଯେଉଁ ପ୍ରକାଣ୍ଡ ନଦୀ ସୃଷ୍ଟି ହୋଇଅଛି — ୭. Name of a river formed by the Brahmaputra and the Ganges joined together and flower into the Bay of Bengal.

[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ 'ମେଘ୍ନା' ଏହାର ସ୍ରୋତରେ ଗତି ଅତି ପରିବର୍ତ୍ତନଶୀଳ ଥିବାରୁ ଏହା ଅନେକ ପୁରାତନ ଗ୍ରାମ ଧ୍ୱସଂ କରି ନୂତନ ଚର ସୃଷ୍ଟି କରୁଅଛି ପ୍ରାଚୀନ ରାଜାମାନଙ୍କର ଅନେକ ପୁରତନ କୀର୍ତ୍ତି ଗର୍ଭସାତ୍ କରିଥିବାରୁ ଏହାର ଅନ୍ୟ ନାମ 'କୀର୍ତ୍ତିନାଶା']

୮. ଭାଦ୍ରବ ଶୁକ୍ଳ ଏକାଦଶୀ (ହିନ୍ଦୀ - ଶ.) —୮. The ୧୧th day of the bright lunar fortnight of Bhādra.