Jump to content

ପଦ୍ମାବତୀ

ଉଇକିଅଭିଧାନ‌ରୁ

ପଦ୍ମାବତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ମନସା ଦେବା —୧. Goddess Manasā.
୨. ପଦ୍ମାନଦୀ —୨. The Padma river.
୩. ଉଜ୍ଜୟିନୀ ନଗରରେ ପୁରାତନ ନାମ —୩. The ancient name of the town Ujjain in N.W.P.
୪. ଦାତା କର୍ଣ୍ଣ ରାଜାଙ୍କ ପତ୍ନୀ —୪. Name of the wife of king Karṇṇa.
୫. ପାଟଣା ନଗରର ପ୍ରାଚୀନ ନାମ (ହିନ୍ଦୀ - ଶ) ୫. Ancient name of the city of Patna.
୬. ଗେଣ୍ଡୁ ଫୁଲ-(ହିନ୍ଦୀ - ଶ) —୬. Safflower.
୭. ପନ୍ନା ନଗରର ପ୍ରାଚନୀ ନାମ (ହିନ୍ଦୀ - ଶବ୍ଦସାଗର) — ୭. Ancient name of the town Panna.
୮. ଅପ୍ସରୋବିଶେଷ (ହିନ୍ଦୀ - ଶବ୍ଦସାଗର) — ୮. Name of a heavenly nymph.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କବି ଜୟଦେବଙ୍କ ପତ୍ନୀ — ୧. The wife of poet Jayadeba.
୨. ନଦିଆବାସୀ ମହାତ୍ମା ନିତ୍ୟାନନ୍ଦଙ୍କ ମାତା — ୨. The name of the mother of Sree Nityananda of Nuddea.
୩. ସ୍ତ୍ରୀଲୋକଙ୍କ ନାମ —୩. A name given to females.
୪. କାଞ୍ଚୀ ରାଜକନ୍ୟା; ପୁରୁଷୋତ୍ତମ ଦେବଙ୍କ ପଟ୍ଟ ମହିଷୀ — ୪. Name of the queen of Purushottama Deba, king of Orissa.