ପଦ୍ମାସନ
ଦେଖଣା
ପଦ୍ମାସନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା; ପଦ୍ମ+ଆସନ)—ଯୋଗସନବିଶେଷ — ୧. A posture in setting prescribed in the Sastras.
[ଦ୍ରଷ୍ଟବ୍ୟ —ପଦ୍ମାସନରେ ଚେକାପକାଇ ବସି ଊରୁ ଉପରେ ଦକ୍ଷିଣ ପଦ ଓ ଦକ୍ଷିଣ ଊରୁ ଉପରେ ବାମ ପଦ ବିନ୍ୟାସପୂର୍ବକ ପଦଦ୍ୱୟର ବୃଦ୍ଧାଙ୍ଗୁଷ୍ଠ ଦ୍ୱୟକୁ ସ୍ୱୀୟ ପଛ ପଟ ବାଟେ ହାତ ଦ୍ୱୟକୁ ବୁଲାଇ ତଦ୍ଦ୍ୱାରା ଧରିବାକୁ ହୁଏ ଏବଂ ହୃଦୟରେ ଚିବୁକ ରକ୍ଷା କରି ଏକପ୍ରକାର ଦୃଷ୍ଟିରେ ନାସାଗ୍ରକୁ ଚାହିଁବାକୁ ହୁଏ]
- ୨. କମଳ ବା ପଦ୍ମଫୁଲଦ୍ୱାରା ପ୍ରସ୍ତୁତ ଆସନ —୨. A seat made up of lotus flowers.
- ୩. ରତିବନ୍ଧବିଶେଷ; ପଦ୍ମବନ୍ଧ — ୩. A posture in copulation.
- ୪. (ବହୁବ୍ରୀହି) ବ୍ରହ୍ମା —୪. Brahmā.
- ୫. ଶିବ (ହିନ୍ଦୀ - ଶ) —୫. Ṡiba.
- ୬. ସୂର୍ଯ୍ୟ (ହିନ୍ଦୀ - ଶ) —୬. The sun.