Jump to content

ପଦ୍ମୀ

ଉଇକିଅଭିଧାନ‌ରୁ

ପଦ୍ମୀ

ଉଚ୍ଚାରଣ

[ସମ୍ପାଦନା]
(ପଦ୍ମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ପଦ୍ମ+ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. (ପଦ୍ମ ପରି ରକ୍ତ ବର୍ଣ୍ଣ ଚିହ୍ନ ଥିବାରୁ) ହସ୍ତୀ — ୧. Elephant.
୨. ବିଷ୍ଣୁ —୨. Bishṇu.
୩. ପଦ୍ମ ସମୂହ (ହିନ୍ଦୀ - ଶବ୍ଦସାଗର) — ୩. A collection of lotus flowers.
୪. ପଦ୍ମବିଶିଷ୍ଟ ଦେଶ (ହିନ୍ଦୀ - ଶ) — ୪. A country abounding in lotus.
୫. ଭବିଷ୍ୟତ୍ ବୁଦ୍ଧବିଷେଷ — ୫. Name of a future Buddha.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପଦ୍ମବିଶିଷ୍ଟ — Having or abounding in lotus flowers.