Jump to content

ପଦ୍ମ କଣ୍ଟକ

ଉଇକିଅଭିଧାନ‌ରୁ

ପଦ୍ମ କଣ୍ଟକ

ଉଚ୍ଚାରଣ

[ସମ୍ପାଦନା]

(ପଦ୍ମିନୀ କଣ୍ଟକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ୍ମ+କଣ୍ଟକ)

[ସମ୍ପାଦନା]
୧. ପଦ୍ମ ନାଡ଼ରେ ଥିବା କଣ୍ଟା —୧. The thorns on the stem of a lotus.
୨. ଦେହରେ ପଦ୍ମକଣ୍ଟା ପରି ଫଳିଯିବା ରୋଗ ବିଶେଷ — ୨. A kind of pimple; Lichen Papillairs.