Jump to content

ପଦ୍ମ କାଷ୍ଠ

ଉଇକିଅଭିଧାନ‌ରୁ

ପଦ୍ମ କାଷ୍ଠ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ପଦ୍ମ ଗନ୍ଧଯୁକ୍ତ କାଷ୍ଠ)

[ସମ୍ପାଦନା]

ପଦ୍ମ ତୁଲ୍ୟ ସୁଗନ୍ଧ କାଷ୍ଠ ବିଶିଷ୍ଟ ପାର୍ବତ୍ୟ ବୃକ୍ଷବିଶେଷ —A tree having the scent of a lotus; Prunus Padma; Cerasum Puddum.

[ଦ୍ରଷ୍ଟବ୍ୟ —ଏହାର କାଠ ବିସର୍ପ, ଦାହ ବିସ୍ଫୋଟ, କୁଷ୍ଠ, କଫ, ରକ୍ତପିତ୍ତ, ବମି, ବ୍ରଣ ଓ ପିପାସାନାଶକ]