Jump to content

ପଦ୍ମ ଗନ୍ଧ

ଉଇକିଅଭିଧାନ‌ରୁ

ପଦ୍ମ ଗନ୍ଧ

ଉଚ୍ଚାରଣ

[ସମ୍ପାଦନା]
(ପଦ୍ମଗନ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପଦ୍ମ+ଗନ୍ଧ)

[ସମ୍ପାଦନା]

ପଦ୍ମ ପରି ଗନ୍ଧଯୁକ୍ତ — Scented like a lotus flower.

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ପଦ୍ମଫୁଲର ଗନ୍ଧ — The scent of a lotus flower.