Jump to content

ପଦ୍ମ ଗର୍ଭ

ଉଇକିଅଭିଧାନ‌ରୁ

ପଦ୍ମ ଗର୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍; ପଦ୍ମ+ଗର୍ଭ)— ପଦ୍ମଫୁଲର ଅଭ୍ୟନ୍ତର —୧. The interior of a lotus flower.
୨. (ବହୁବ୍ରୀହି) ବ୍ରହ୍ମା (ପ୍ରଳୟ ପରେ ବିଷ୍ଣୁଙ୍କ ନାଭିଦେଶସ୍ଥ ପଦ୍ମରୁ ଜାତ ହୋଇ ଥିବାରୁ) —୨. Brahmā
୩. ଶୁକ୍ତିକା; ଶାମୁକା —୩. Oyster.
୪. ସୂର୍ଯ୍ୟ (ହିନ୍ଦୀ - ଶ) —୪. The sun.
୫. ବିଷ୍ଣୁ —୫. Bishṇu (M.W.).
୬. ବୁଦ୍ଧ —୬. The Buddha. (M.W.)
୭. ଶିବ —୭. Ṡiba. (M.W.).