Jump to content

ପଦ୍ମ ଗୁଳୁଚି

ଉଇକିଅଭିଧାନ‌ରୁ

ପଦ୍ମ ଗୁଳୁଚି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଔଷଧରେ ବ୍ୟବହୃତ ଲତା ବିଶେଷ — Tinospora Tomentosa; Plumeria Rubra.

[ ଦ୍ର—ଏହା ଗୁଳଞ୍ଚ ପରି ବୁଦାଳିଆ ଲତା; ଗ୍ରୀଷ୍ମ ପ୍ରଧାନ ଦେଶରେ ଜଙ୍ଗଲରେ ଜନ୍ମେ ଏହାର ଫୁଲ ନାଲିଆ; ଛାଲରେ ଆବୁ ଥାଏ ଏହା ଗୁଳଞ୍ଚ ପରି ବଳକାରକ ]