Jump to content

ପଦ୍ମ ଗୋଖର

ଉଇକିଅଭିଧାନ‌ରୁ

ପଦ୍ମ ଗୋଖର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଦ୍ମ ଓ ଗୋକ୍ଷୁର)

[ସମ୍ପାଦନା]

ନାଗ ବିଶେଷ — A kind of cobra.

(ଯଥା—ଏହାର ଫଣା ଉପରେ ପଦ୍ମଫୁଲ ପରି ଗୋଲାକାର କଳା ଚିହ୍ନ ଥାଏ)