ପଦ୍ମ ଚାରିଣୀ
ଦେଖଣା
ପଦ୍ମ ଚାରିଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପଦ୍ମ+ଚର ଧାତୁ+ଇନ୍ +ସ୍ତ୍ରୀ. ଈ)
[ସମ୍ପାଦନା]- ୧. ସ୍ଥଳପଦ୍ମ; ସ୍ଥୁଳ କୋମଳ; ଥଳକମଳ — ୧. Hibiscus Mutabilis.
[ ଦ୍ର—ଜବାଦିବର୍ଗର ଏହି ପୁଷ୍ପକ୍ଷୁପ ୫ୟ୬ ହାତ ଉଚ୍ଚ ହୁଏ ଏହାର ପତ୍ର ବଡ଼ ବଡ଼; ଫୁଲ ଶରତ୍ କାଳରେ ଫୁଟେ ଏ ଫୁଲ ପ୍ରଥମେ ଧଳା ଓ ପରେ ପଦ୍ମବର୍ଣ୍ଣ ଅର୍ଥାତ୍ ଈଷତ୍ ଲାଲ୍ ହୁଏ ]
- ୨. ହଳଦୀ (ହିନ୍ଦୀ - ଶ) —୨. Turmeric.
- ୩. ଗେଣ୍ଡୁ; କୁସୁମ ଫୁଲ (ହିନ୍ଦୀ - ଶ) —୩. Saffower.
- ୪. ଲାକ୍ଷା (ହିନ୍ଦୀ - ଶ) —୪. Shell lac.