Jump to content

ପଦ୍ମ ଦଳେକ୍ଷଣ

ଉଇକିଅଭିଧାନ‌ରୁ

ପଦ୍ମ ଦଳେକ୍ଷଣ

ଉଚ୍ଚାରଣ

[ସମ୍ପାଦନା]
(ପଦ୍ମଲେକ୍ଷଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପଦ୍ମ+ଦଳ+ଇକ୍ଷଣ)

[ସମ୍ପାଦନା]

ଯାହାର ଆଖି ପଦ୍ମଫୁଲର ପାଖୁଡ଼ା ପରି — Lotus leaf—eyed.