Jump to content

ପଦ୍ମ ନେତ୍ର

ଉଇକିଅଭିଧାନ‌ରୁ

ପଦ୍ମ ନେତ୍ର

ଉଚ୍ଚାରଣ

[ସମ୍ପାଦନା]

ପଦ୍ମନେତ୍ରା, ପଦ୍ମନେତ୍ରୣ ସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପଦ୍ମ+ନେତ୍ର)

[ସମ୍ପାଦନା]

ପଦ୍ମତୁଲ୍ୟ ସୁନ୍ଦର ନୟନ ବିଶିଷ୍ଟ —Lotus-eyed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପକ୍ଷି ବିଶେଷ — ୧. Name of a bird (M.W.).
୨. ଭବିଷ୍ୟତରେ ଅବତାର ଗ୍ରହଣ କରିବା ବୁଦ୍ଧବିଶେଷ — ୨. Name of a future Buddha. (M.W.)