ପଦ୍ମ ପତ୍ର
ଦେଖଣା
ପଦ୍ମ ପତ୍ର
ଉଚ୍ଚାରଣ
[ସମ୍ପାଦନା]ପଦ୍ମ ଦଳ, ପଦ୍ମ ପର୍ଣ୍ଣ ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ୍ମ+ପତ୍ର)
[ସମ୍ପାଦନା]- ୧. ପଦ୍ମ ଗଛର ପତ୍ର — ୧. Lotus leaf.
[ ଦ୍ର—ଏଥିରେ ପାଣି ପଡ଼ିଲେ ଢଳ ଢଳ ହୁଏ ଏବଂ ପାଣି ପତ୍ରର ଦେହରେ ନ ଲାଗି ଖସି ପଡ଼େ ଗରିବ ଲୋକେ ପଦ୍ମ ପତ୍ରରେ ଅନ୍ନାଦି ଖାଆନ୍ତି ]
- ୨. ପୁଷ୍କର ମୂଳ (ହିନ୍ଦୀ - ଶ) (ଦେଖ) - — ୨. Pushkara mūḻa (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଡ଼ ଲୋକଙ୍କ ଭୋଜନ ପାତ୍ର ରୂପେ ବ୍ୟବହୃତ ପଦ୍ମପତ୍ରାକାର ରୌପ୍ୟାପାତ୍ର ବିଶେଷ —A silver plate resembling a lotus-leaf used by rich men.
- ୩. କୁଢ଼ (ଦେଖ) - —୩. Kuṟḍ̠ẖa (See)