Jump to content

ପଦ୍ମ ପାଣି

ଉଇକିଅଭିଧାନ‌ରୁ

ପଦ୍ମ ପାଣି

ଉଚ୍ଚାରଣ

[ସମ୍ପାଦନା]

(ପଦ୍ମ ହସ୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପଦ୍ମ ପାଣିରେ ଯାହାର)

[ସମ୍ପାଦନା]
୧. ପଦ୍ମକର; ସୂର୍ଯ୍ୟ —The sun.
୨. ପଦ୍ମ ପରି କୋମଳ ହସ୍ତ — ୨. Hands as delicate as the lotus.
୩. ବିଷ୍ଣୁ —Bishṇu.
୪. ବ୍ରହ୍ମା —୪. Brahmā
୫. ବୁଦ୍ଧ —୫. The Buddha.
(ପଦ୍ମହସ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯାହା ହାତରେ ପଦ୍ମ ପରି ଚିହ୍ନ ଅଛି —୧. Having the mark of a lotus flower on the hand.
୨. ପଦ୍ମ ଫୁଲ ହାତରେ ଧରିଥିବା — ୨. Holding a lotus flower.