ପଦ୍ମ ପାଦ
ଦେଖଣା
ପଦ୍ମ ପାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା; ପଦ୍ମ+ପାଦ)
[ସମ୍ପାଦନା]ପଦ୍ମ ପରି ସୁନ୍ଦର ପାଦ; ପାଦ ପଦ୍ମ —Foot resembling a lotus flower.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଦର ପାପୁଲି ଉପରେ ପିନ୍ଧାଯିବା ଅଳଙ୍କାର ବିଶେଷ; ପାପଦ୍ମ —An ornament put on over the back of the feet consisting of a circular piece of metal put in position with chains connected with the ankle and the toes.