Jump to content

ପଦ୍ମ ପ୍ରଭ

ଉଇକିଅଭିଧାନ‌ରୁ

ପଦ୍ମ ପ୍ରଭ

ଉଚ୍ଚାରଣ

[ସମ୍ପାଦନା]
(ପଦ୍ମପ୍ରଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପଦ୍ମ+ପ୍ରଭା)

[ସମ୍ପାଦନା]

ପଦ୍ମଫୁଲ ପରି ପ୍ରଭା ବିଶିଷ୍ଟ —Having the glow of a lotus flower.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୁଦ୍ଧଦେବଙ୍କ ଭାବୀ ଅବତାର ବିଶେଷ (ହିନ୍ଦୀ - ଶ) — Name of a future incarnation of the Buddha.